![]()
ନୟାଗଡ଼: ନୟାଗଡ଼ ଜିଲ୍ଲା ସରଣକୁଳ ଥାନା ଅନ୍ତର୍ଗତ ଗୋଡିପଡାରେ ଜଣେ ଶିକ୍ଷୟିତ୍ରୀଙ୍କୁ ହତ୍ୟାଉଦ୍ୟମ କରିଛି ଜଣେ ଯୁବକ।
ହତ୍ୟାଉଦ୍ୟମ ପରେ ଯୁବକ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିବାର ସୂଚନା ମିଳିଛି।
ଶିକ୍ଷୟିତ୍ରୀଙ୍କ ଘରେ ପଶି ଛୁରାମାଡ଼ ପରେ ନିଜ ବେକ କାଟିଲା ଯୁବକ।
ଉଭୟ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ଯୁବକକୁ ଅଟକେଇବାକୁ ଯାଇ ଦୁଇ ସ୍ଥାନୀୟ ଲୋକ ଆହତ ହୋଇଛନ୍ତି।
powered by social2s

