ଯବାନଙ୍କ ସହ ଗୁଳି ବିନିମୟରେ ମାଓବାଦୀ ମୃତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ମାଲକାନଗିରି: ମାଲକାନଗିରି ଜିଲ୍ଲା ମଡକପଦର ଜଙ୍ଗଲରେ ମାଓବାଦୀଙ୍କ ସହ ଏସ୍ ଓ ଜି ଯବାନଙ୍କ ଗୁଳି ବିନିମୟ ଘଟିଛି।

ଏଥିରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। 

ଜଙ୍ଗଲରେ ମାଓକ୍ୟାମ୍ପ ଚାଲିଥିବା ର ସୂଚନା ପାଇ ଏସ୍ ଓ ଜି ଓ ଡି ଭି ଫୋର୍ସ ଙ୍କ ମିଳିତ ଅପରେସନ ଆରମ୍ଭ ହୋଇଥିଲା।

ଏଥିରେ ମାଓବାଦୀ ଓ ଯଵାନଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା। 

ଫଳରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା।

ଘଟଣା ସ୍ଥଳରୁ ଅନେକ ବିସ୍ପରୋକ ସାମଗ୍ରୀ ଜବତ କରାଯାଇଛି।

ପୁଲିସ ପକ୍ଷରୁ ଅପରେସନ ଜାରି ରହିଛି।

 

powered by social2s