![]()
ଭୁବନେଶ୍ୱର: ଆଜିଠୁ ଶତ ପ୍ରତିଶତ ଦର୍ଶକରେ ଚାଲିବ ରାଜ୍ୟର ସମସ୍ତ ସିନେମା ହଲ୍ ।
ଅକ୍ଟୋବରରୁ ୫୦ ପ୍ରତିଶତ ଦର୍ଶକରେ ଚାଲିଥିଲା ସିନେମା ହଲ୍।
ହଲ୍ ରେ ସାମାଜିକ ଦୂରତା ମାନିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ।
ଅନଲାଇନ ଟିକେଟ ବୁକିଂ ମଧ୍ୟ ଜାରି ରହିବ।
powered by social2s