କଳିଙ୍ଗ ଚାରିଟେବୁଲ ଟ୍ରଷ୍ଟ ଓ ମୋ ପରିବାର ତରଫରୁ ରକ୍ତଦାନ କ୍ୟାମ୍ପ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର ତା ୩୧.୧.୨୧: କଳିଙ୍ଗ ଚାରିଟେବୁଲ ଟ୍ରଷ୍ଟ, ଓ ମୋ ପରିବାର ତରଫରୁ ଉଇନର ଆସୋସିଏସନ୍ ଶହୀଦନଗର ଠାରେ ଏକ ରକ୍ତଦାନ କ୍ୟାମ୍ପ ଅନୁଷ୍ଠିତ ହୋଇଛି।

 

ଆଜିର କାର୍ଯ୍ୟକ୍ରମରେ କଟକ ରେଡକ୍ରଶ, ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ର ସଦସ୍ୟ ଯୋଗ ଦେଇଥିଲେ।

 

ସମୁଦାୟ ୭୫ ଟି ରକ୍ତ ୟୁନିଟ୍ ସଂଗ୍ରହ ହୋଇଥିଲା।

 

ସଭାପତି, କଳିଙ୍ଗ ଚାରିଟେବୁଲ ଟ୍ରଷ୍ଟ ନାରାୟଣ ମହାପାତ୍ର, ମନୋଜ କୁମାର ରାଉଳ, ଉମାନାଥ ମିଶ୍ର, ଶାଶ୍ଵତୀ ମିଶ୍ର, ଅଂଶୁମାନ ରଥ, ରୁଦ୍ର ନାରାୟଣ ସାମନ୍ତରାୟ, ଅମରେଶ ଜେନା, ବିଜୟ କୁମାର ବ୍ରହ୍ମା ଦିଲ୍ଲୀପ ପଟନାୟକ, ସରୋଜ ପାତ୍ର, ଲାଲା ରାୟ, ଗଣେଶ ରାଓ, ବିପିନ ସାହୁ, ବିରଞ୍ଚି ନାରାୟଣ ରାଉତ, ଅନ୍ତର ଜ୍ୟାମିି ସ୍ୱାଇଁ, ପ୍ରିୟମ୍ବଦା ନାୟକ, ଆମର ମହାନ୍ତି, ସୁମନ୍ତ କୁମାର ରାଉଳ,ପ୍ରଦୀପ କୁମାର ରାଉଳ, ବିଶ୍ବରଂଜନ ବେହେରା, ରମେଶ ଚନ୍ଦ୍ର ଦାସ, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

 

 

powered by social2s