ଅଳ୍ପକେ ବର୍ତିଲେ CRPF ଯବାନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ମାଲକାନଗିରି ସୀମା ଛତିଶଗଡ  ସୁକୁମା ଅଞ୍ଚଳର ନିପା ଜଙ୍ଗଲରେ CRPF ଯବାନ ଙ୍କୁ ଟାର୍ଗେଟ କରି ଖଞ୍ଜାଯାଇଥିଲା ଲ୍ୟାଣ୍ଡମାଇନ ।

 

ମେଟାଲ ଡିଟେକଟର ରେ ଠାବ ପରେ ୫ କିଲୋ ଲ୍ୟାଣ୍ଡମାଇନ ନଷ୍ଟ କରାଯାଇଛି। ମାଓ ଦମନ ପାଇଁ ୨୦୬ ବାଟାଲିଅନ CRPF ଯବାନ ମାନଙ୍କ କମ୍ବିଂ ଅପରେସନ ବେଳେ ଲ୍ୟାଣ୍ଡମାଇନ ବିଛାଯାଇଥିବାର ଜଣାପଡିଥିଲା।

   

 

powered by social2s