ଭୁବନେଶ୍ୱର: ଫେବୃଆରୀ ୬ ତାରିଖରୁ ରାଜ୍ୟର ଅଗ୍ରଣୀ ଯୋଦ୍ଧାଙ୍କୁ କରୋନ ଟିକା ଦିଆଯିବ।
ସ୍ୱାସ୍ଥ୍ୟ ଅନୁଷ୍ଠାନ ବ୍ୟତୀତ ଅନ୍ୟସ୍ଥାନରେ ମଧ୍ୟ ହେବ ଟିକାକରଣ।
ସ୍ଥାନ ଚିହ୍ନଟ ସହ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ ମହାପାତ୍ର।
ପୂର୍ବରୁ କାମ କରୁଥିବା ଟିମକୁ ବାଦ ଦେଇ ଆଉ ଏକ ନୂତନ ଟିମ ଗଠନ ପାଇଁ ପଦକ୍ଷେପ ନିଆଯିବ।
ଟିକାଦାନ କରୁଥିବା କର୍ମଚାରୀ ଓ କର୍ମ ଙ୍କୁ ମିଳିବ ଦୈନିକ ୫୦୦ଟଙ୍କା।
ରାଜ୍ୟର ୧୫୭୩୮୮ ଅଗ୍ରଣୀ ଯୋଦ୍ଧା ଟିକା ନେବା ପାଇଁ ପଞ୍ଜିକୃତ ହୋଇଛନ୍ତି।
powered by social2s

