ସାଥି ଶିକାରୀ ଗୁଳିରେ ଶିକାରୀ ମୃତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୟପାଟଣା ଅନ୍ତର୍ଗତ କୁଳିଆମୁଣ୍ଡା ଜଙ୍ଗଲ ରେ ସାଥି ଶିକାରୀ ଗୁଳିରେ ଶିକାରୀଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ସଭିଗୁଡା ଗାଁ ର ସୁରେନ୍ଦ୍ର ରାଉତ। ଦେଶୀ ବନ୍ଧୁକରୁ ଗୁଳିଫୁଟି ତାଙ୍କର ମୃତ୍ୟୁ ହୋଇଛି। ଜଙ୍ଗଲକୁ ଶିକାର ପାଇଁ ଯାଇଥିବାବେଳେ ଏହି ଘଟଣା ଘଟିଛି।

powered by social2s