ଆଜି ୪ ଘଣ୍ଟା ବନ୍ଦ ରହିବ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ପୁରୀ: ଆଜି ୪ ଘଣ୍ଟା ପାଇଁ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

 

ଅପରାହ୍ନ ୪ ଟା ରୁ ରାତି ୮ ଟା ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ।

 

ମହାପ୍ରଭୁଙ୍କ ବନକଲାଗି ନୀତି ଯୋଗୁଁ ବନ୍ଦ ରହିବ ଦର୍ଶନ।

 

ମନ୍ଦିରରେ ସ୍ୱତନ୍ତ୍ର ଗୁପ୍ତନୀତି ୪ ଟା ରୁ ୮ ଟା ମଧ୍ୟରେ ହେବ। ସେହି ସମୟରେ ସମସ୍ତ ମନ୍ଦିରର ଦ୍ୱାର ବନ୍ଦ ରଖାଯିବ।

 

ଶ୍ରୀଜୀଉଙ୍କର ଶ୍ରୀମୁଖ ଶୃଙ୍ଗାର ନୀତି ଦତ୍ତ ମହାପାତ୍ର ସେବାୟତ ସମ୍ପାଦନ କରିବେ।

 

ପାରମ୍ପରିକ ରଙ୍ଗରେ ଶ୍ରୀଜୀଉଙ୍କ ଶୃଙ୍ଗାର କରାଯିବ।

 

powered by social2s