![]()
ଭୁବନେଶ୍ବର: ଓଡ଼ିଶାରେ ୧୦ ଡିଗ୍ରୀ ତଳେ ୮ ଟି ସହର ର ତାପମାତ୍ରା ରହିଛି। ୩.୫ ଡିଗ୍ରୀ ତାପମାତ୍ରା ସହ ଜୀ.ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର। ଫୁଲବାଣୀରେ ୫ ଡିଗ୍ରୀ , ଦାରିଙ୍ଗବାଡିରେ ୭ ଡିଗ୍ରୀ, କେଉଁଝର ଏବଂ କୋରାପୁଟ ୯ ଡିଗ୍ରୀ, ଝାରସୁଗୁଡା ଏବଂ ଭବାନୀପାଟଣା ରେ ୯.୨ ଡିଗ୍ରୀ, ବଲାଙ୍ଗୀର ରେ ୯.୪ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି କଟକ ଏବଂ ଭୁବନେଶ୍ୱର ରେ ତାପମାତ୍ରା ୧୨ ଡିଗ୍ରୀ ଏବଂ ୧୩.୩ ଡିଗ୍ରୀ ରହିଛି।
powered by social2s

