![]()
ଜୟପୁର: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଅନ୍ତର୍ଗତ କଟ୍ରି ଛକ ନିକଟରୁ ୧୫ ଲକ୍ଷ ଟଙ୍କାର ଗଂଜେଇ ଜବତ ହୋଇଛି।
ଲମତାପୁଟ ପୋଲିସ ର ପାଟ୍ରୋଲିଙ୍ଗ ବେଳେ କଲି ରାତିରେ ଏକ ଟ୍ରାକଟର ରୁ ସାଢ଼େ ୩ କୁଇଣ୍ଟାଲ ଗଂଜେଇ ଜବତ ହୋଇଥିବା ସୂଚନା ମିଳିଛି।
ପଡୁଆ ରୁ ଜୟପୁର ଚାଲାଣ ବେଳେ ଧରା ପଡିଲା ଗଂଜେଇ।
ଅନ୍ଧାର ର ସୁଯୋଗ ନେଇ ୨ ଚାଲାଣକାରୀ ଫେରାର ହୋଇଯାଇଛନ୍ତି।
powered by social2s

