![]()
ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆରୁ ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୁଣ୍ଡବିହୀନ ମୃତ୍ୟୁଦେହକୁ ଅନ୍ଧାରୁଆ-ଦାସପୁର ରାସ୍ତା କଡରେ ଥିବା ଏକ ବୁଦା ମୂଳରୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ଭରତପୁର ପୋଲିସ। ସ୍ଥାନୀୟ ଲୋକେ ଅନୁମାନ କରୁଛନ୍ତି ଯେ ମହିଳାଙ୍କୁ ହତ୍ୟା କରି କେହି ଫିଙ୍ଗିଦେଇ ଯାଇଛି।
powered by social2s

