ଭୁବନେଶ୍ୱରରେ କାର ଜାଳିଦେଲେ ଉତ୍ୟକ୍ତ ଲୋକେ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ଗୋଟିଏ କାର ରେ ଉତ୍ୟକ୍ତ ଲୋକେ ନିଆଁ ଲଗାଇ ଦେଇଥିବା ସୂଚନା ମିଳିଛି।

 

ସ୍ଥାନୀୟ କପିଳେଶ୍ୱର ଗ୍ରାମରେ ଏକ ଡିଜାୟାର କାର ଡ୍ରାଇଭର ଦୁର୍ଘଟଣା ଘଟାଇ ଖସି ଚାଲିଯାଉଥିବା ସମୟରେ ସ୍ଥାନୀୟ ଲୋକେ ପିଛା କରି କାରକୁ ଅଟକାଇଥିଲ।

 

ତା ପରେ କାର ଚାଳକ ଓ ସାଙ୍ଗରେ ଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରିଥିବା ବେଳେ କାରଟିରେ ନିଆଁ ଲଗାଇ ଦେଇଥିଲେ।

 

ଖବର ପାଇ ଅଗ୍ନିଶମ ବାହିନୀ ପହଁଛି ନିଆଁ କୁ ଆୟତ କରିବା ସହ କାର ଚାଳକ ଓ ସେଥିରେ ଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ରେ ଭର୍ତି କରିଛନ୍ତି।

 

ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି।

powered by social2s