ବୌଦ୍ଧ: ବୌଦ୍ଧ ଜିଲ୍ଲା ଖୁଣ୍ଟବଂଧରେ ଭାରସାମ୍ୟ ହରାଇ ଓଲଟିଲା ଏକ ଯାତ୍ରୀବାହୀ ବସ।ଦୁର୍ଘଟଣା ରେ ୪ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କୁ ବୌଦ୍ଧ ମେଡିକାଲ ରେ ଭର୍ତି କରାଯାଇଛି।୫୦ ଜଣ ଯାତ୍ରୀଙ୍କୁ ନେଇ ଭବାନୀପାଟଣା ରୁ ଭୁବନେଶ୍ୱର ଯାଉଥିଲା 'ମୁନଲାଇଟ' ନାମକ ବସ।
powered by social2s