ଭୁବନେଶ୍ୱର ୟୁନିଟ-1 ବାଳକ ହାଇସ୍କୁଲ ବୁଲିଲେ ଗଣଶିକ୍ଷା ମନ୍ତ୍ରୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ-1 ବାଳକ ହାଇସ୍କୁଲ ବୁଲିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। 

 

ପିଲାଙ୍କ ପାଠପଢା ଓ ସୁବିଧା ଅସୁବିଧା ସମ୍ପର୍କରେ ଛାତ୍ରଙ୍କ ସହିତ କଲେ ଆଲୋଚନା।

 

ଆଜିଠୁ ନବମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କ ପାଇଁ ଆରମ୍ଭ ହୋଇଛି କ୍ଲାସରୁମ ପାଠପଢା ।

 

ସରକାରୀ, ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲ ରେ କ୍ଲାସରୁମ ପାଠପଢା ଆରମ୍ଭ ହୋଇଛି।

 

ଏପ୍ରିଲ ୩୦ ଯାଏଁ ଚାଲିବ ନବମ ଓ ଏକାଦଶ ଶ୍ରେଣୀ ପାଠପଢା।

 

ସୋମବାର ଠୁ ଶନିବାର ପର୍ଯ୍ୟନ୍ତ ପ୍ରତିଦିନ ୩ ଟି ପିରିଅଡ଼ କରାଯିବ।

 

ସକାଳ ୮:୩୦ ରୁ ୧୦:୩୦ ପର୍ଯ୍ୟନ୍ତ ହେବ ପାଠପଢ଼ା।

 

powered by social2s