ଶ୍ରୀଜୀଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, କହିଲେ ଶ୍ରୀଜଗନ୍ନାଥ ଙ୍କ ନିମନ୍ତେ ଭଲ କାମକୁ କେହି ଅଟକାଇ ପାରିବେନି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

 

 

ପୁରୀ: ଆଜି ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କୁ ଦର୍ଶନ କରିବା ପାଇଁ ଭୁବନେଶ୍ବରରୁ ଏକ  ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଆସି ୧୧ ଟା ୦୨ ମିନିଟ ରେ ପୁରୀ ତାଳବଣିଆ ସ୍ଥିତ ହେଲିପ୍ୟାଡ଼ ରେ ଅବତରଣ କରିବା ପରେ ଶ୍ରୀମନ୍ଦିର ଅଭିମୁଖେ ଯାଇଥିଲେ।

 

ଶ୍ରୀଜୀଉ ଙ୍କୁ ଦର୍ଶନ କରି ଫେରିବା ପରେ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖି କହିଥିଲେ ଯେ ଲୋକଙ୍କ ସୁଖଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାଥନା କଲି।

ଶ୍ରୀଜଗନ୍ନାଥ ଙ୍କ ନିମନ୍ତେ ଭଲ କାମକୁ କେହି ଅଟକାଇ ପାରିବେନି।

 

କେନ୍ଦ୍ର ସରକାର ତାଙ୍କ ହେରିଟେଜ ବାଇଲ କୁ ପ୍ରତ୍ୟାହାର କରିବା ଉଚିତ। ମୁଖ୍ୟମନ୍ତ୍ରୀଙ୍କ ଏହି ଦର୍ଶନ ସମୟରେ ତାଙ୍କ ସହିତ 5T ସଚିବ ଭି.କେ.ପାଣ୍ଡିଆନ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଓ ପୁରୀ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ।

 

powered by social2s