ଭୁବନେଶ୍ୱର : ଆଜି ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ୩୩ କୋଟି ଟଙ୍କାର ୪ ଟି ବିଲଡିଂ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ।
କୁନ୍ତଳା କୁମାରୀ ସାବତ ଗ୍ରନ୍ଥାଗାର, ଦୁଇଟି ଏକାଡେମିକ୍ ବ୍ଲକ୍ ଏବଂ ଅନ୍ବେଷା ଛାତ୍ରୀନିବାସ ଲୋକାର୍ପଣ କରିଛନ୍ତି। ପୁରୁଣା ଏକାଡେମିକ୍ ବ୍ଲକ୍, ହଷ୍ଟେଲ ଏବଂ ଓପନ୍ ଏଆର୍ ଷ୍ଟେଜର ନୂତନ ଭାବେ ବିକାଶ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
powered by social2s

