ନବରଙ୍ଗପୁରରେ ବିଚାରାଧିନ ବନ୍ଦୀ ଙ୍କ ମୃତ୍ୟ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ନବରଙ୍ଗପୁର: ନବରଙ୍ଗପୁର ଉପ କାରାଗାରର ଜଣେ ବିଚାରାଧିନ ବନ୍ଦୀଙ୍କ ମୃତ୍ୟୁ ହୋଇଛି।

 

ରାମଧର ଭତରା ନାମକ ଜୈନକ ବନ୍ଦୀ ଅସୁସ୍ଥ ହୋଇ ପଡିବାରୁ ଗତକାଲି ସନ୍ଧ୍ୟାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

 

ମାତ୍ର ଚିକିର୍ଛିତ ଅବସ୍ଥାରେ ଆଜି ସକାଳୁ ତାଙ୍କର ମୃତ୍ୟୁ ଘଟିଛି।

 

ସେ ଗତ ଜାନୁୟାରୀ ମାସରୁ ଏକ POCSO ମାମଲାରେ ଗିରଫ ହୋଇ ଜେଲ ରେ ଥିଲେ।

 

 

 

powered by social2s