ପାଳଗଦାରୁ ଉଦ୍ଧାର ହେଲା ଶିଶୁକନ୍ୟା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କୋକୋଶରା ବ୍ଳକ ଅନ୍ତର୍ଗତ ସିଉନି ଗାଁ ନିକଟରୁ ଏକ ଶିଶୁକନ୍ୟା ଉଦ୍ଧାର ହୋଇଛି। 

ଗ୍ରାମ ନିକଟ ଏକ ପାଳଗଦାରୁ କନ୍ୟାକୁ ଉଦ୍ଧାର କଲେ ଆଶା ଓ ଅଙ୍ଗନବାଡ଼ି କର୍ମୀ।

ଉଦ୍ଧାର କନ୍ୟାକୁ ଚିକିତ୍ସା ପାଇଁ କୋକୋଶରା ଡ଼ାକ୍ତରଖାନାକୁ ନିଆଯାଇଛି। 

କେଉଁ ପରିସ୍ଥିତିରେ ଶିଶୁ କନ୍ୟାକୁ ଏଭଳି ଅବସ୍ଥାରେ ଛଡାଯାଇଛି ପୁଲିସ ଏବେ ତାହାର ତଦନ୍ତ କରୁଛି।

 

powered by social2s