ଲିଙ୍କରାଜଙ୍କ ପାଖରେ ସାହାଣ ମେଲା ଦର୍ଶନ ଆରମ୍ଭ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଭୁବନେଶ୍ବର ଲିଙ୍କରାଜ ମନ୍ଦିରରେ ମହାପ୍ରଭୁଙ୍କ ସାହାଣ ମେଲା ଦର୍ଶନ ଆରମ୍ଭ ହୋଇଛି।

ଗର୍ଭଗୃହକୁ ଯାଇ ଲିଙ୍ଗରାଜ ଙ୍କୁ ଜଳ, କ୍ଷୀର ଓ ବେଲପତ୍ର ଲାଗି କରିଛନ୍ତି ଶ୍ରଦ୍ଧାଳୁ। 

ସୂଚନାଯୋଗ୍ୟ କୋଭିଡ଼ କଟକଣା ଯୋଗୁଁ ୯ ମାସ ଧରି ବନ୍ଦ ରହିବା ପରେ ଗତ ଡିସେମ୍ବର ୨୭ ରୁ ଖୋଲାଯାଇଛି ଲିଙ୍ଗରାଜ ମନ୍ଦିର।

 

powered by social2s