ଫେବୃଆରୀ ୧୫ ରେ କଂଗ୍ରେସ ର ଓଡିଶା ବନ୍ଦ ଡାକରା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର, ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ଆସନ୍ତା ଫେବୃୟାରୀ ୧୫ ତାରିଖ ଦିନ ଓଡିଶା ବନ୍ଦ ଡାକରା ଦେଇଛି କଂଗ୍ରେସ।

 

ସକାଳ ୭ ଟାରୁ ଦିନ ୧ ଘଟିକା ପଯ୍ୟନ୍ତ ବନ୍ଦ ପାଳନ କରାଯିବ।

 

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟନାୟକ କହିଛନ୍ତି ଯେ ଓଡ଼ିଶାର ସ୍ୱାର୍ଥ ପାଇଁ ରାଜ୍ୟବାସୀ ଏହି ବନ୍ଦ କୁ ସହଯୋଗ କରନ୍ତୁ।

 

powered by social2s