ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ପୁଲିସ କନଷ୍ଟେବଳ ସମେତ ୨ ଗିରଫ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଅଞ୍ଚଳରୁ ୮୦ କେଜି ଗଞ୍ଜେଇ ଜବତ ହୋଇଛି।

ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜଣେ ପୁଲିସ କନେଷ୍ଟବଳ ସମେତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ସଦର ପୁଲିସ।

ଏକ କାରରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସୂଚନାକୁ ଆଧାର କରି ଚଢ଼ାଉ ସମୟରେ ସେମାନଙ୍କୁ ଗିରଫ କରାଯାଇଛି।

 

powered by social2s