୨୦୧୯-୨୦ର ସବୁ ନବମ ପିଲା ଦେବେ ମାଟ୍ରିକ ପରୀକ୍ଷା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ବର: ଓଡ଼ିଶାରେ ୨୦୧୯-୨୦ ର ସବୁ ନବମ ଶ୍ରେଣୀ ଛାତ୍ରଛାତ୍ରୀମାନେ ମାଟ୍ରିକ ପରୀକ୍ଷା ଦେଇପାରିବେ ବୋଲି ଆଜି ଘୋଷଣା କରିଛନ୍ତି ଓଡ଼ିଶା ସରକାର। 

୨୦୨୧ ମେ ମାସରେ ହେବାକୁ ଥିବା ମାଟ୍ରିକ ପରୀକ୍ଷା ଦେଇପାରିବେ ସବୁ ନବମ ଶ୍ରେଣୀ ପିଲା। 

ଏହା ସବୁ ଓଡ଼ିଆ ମାଧ୍ୟମ ପିଲା ଙ୍କ ପାଇଁ ପ୍ରଯୁଯ୍ୟ। 

କୋଭିଡ଼ ପାଇଁ ୨୦୨୦ ମାର୍ଚ୍ଚ ରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। 

ସ୍କୁଲ ବନ୍ଦ ଥିବାରୁ ନବମ ପିଲାମାନେ ବାର୍ଷିକ ପରୀକ୍ଷା ଦେଇପାରିନଥିଲେ। 

ସେହିପରି ଏକାଦଶରେ ପଢୁଥିବା ସବୁ ଛାତ୍ରଛାତ୍ରୀମାନେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇପାରିବେ।

   

 

powered by social2s