ରାଉରକେଲା: ସୁନ୍ଦରଗଡ ଜିଲ୍ଲା ରାଉରକେଲା ର କୋଏଲ ନଦୀରୁ ୩ ଜଣ ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଛି। ନଦୀ କୂଳରେ ପଡିଛି ନାବାଳକ ଙ୍କ ପୋଷାକ ଏବଂ ଚପଲ। ନଦୀରେ ଗାଧୋଇବା ବେଳେ ବୁଡି ଯାଇଥିବା ସନ୍ଦେହ କରୁଛନ୍ତି ସ୍ଥାନୀୟ ଲୋକେ।
powered by social2s