![]()
ଭୁବନେଶ୍ୱର: ଫେବୃଆରୀ ୧୨ ତାରିଖ ମଧ୍ୟରାତ୍ରି ଯାଏଁ ବଢ଼ିଲା ମାଟ୍ରିକ ଫର୍ମ ଫିଲ ଅପ ଅବଧି।
ପୂର୍ବରୁ ୧୦ ତାରିଖ ଥିଲା ଶେଷ ଫର୍ମ ଫିଲ ଅପ ପାଇଁ ଶେଷ ତାରିଖ। ଯଦି କୌଣସି ପିଲା ଫର୍ମ ଫିଲ ଅପ ନ କରିଥିବେ ତେବେ, ଅନୁଷ୍ଠାନ ର ମୁଖ୍ୟ ସେମାନଙ୍କ ପାଇଁ ସେ କାର୍ଯ୍ୟ କରିପାରିବେ।
ଏ ବର୍ଷ ମେ ୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଚାଲିବ।
powered by social2s

