କଳିଙ୍ଗ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱର ମହାନଗର ନିଗମର ଅଧ୍ୟକ୍ଷ ଙ୍କୁ "କଳିଙ୍ଗ ରତ୍ନ ସମ୍ମାନ"

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

 

ଭୁବନେଶ୍ୱର: କଳିଙ୍ଗ ଚାରିଟେବୁଲ ଟ୍ରଷ୍ଟ, ଭୁବନେଶ୍ୱର ତାର ପ୍ରଥମ ବାର୍ଷିକ ପାଳନ ଅବସରରେ ଭୁବନେଶ୍ୱର ମହାନଗର ନିଗମର ଅଧ୍ୟକ୍ଷ ଶ୍ରୀ ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ଭୁବନେଶ୍ୱରବାସି ଙ୍କ ନିମନ୍ତେ କୋଭିଡ ସମୟରେ ଅକ୍ଲାନ୍ତ ପରିଶ୍ରମ କରି ଜନସାଧାରଣଙ୍କୁ ସାହାଯ୍ୟ କରିଥିବାରୁ ତାଙ୍କୁ "କଳିଙ୍ଗ ରତ୍ନ ସମ୍ମାନ" ରେ ସମ୍ମାନିତ କରିଛି  ।

 

କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଶ୍ରୀ ନାରାୟଣ ମହାପାତ୍ର, ଉପଦେଷ୍ଟା ଶ୍ରୀ ଉମାନାଥ ମିଶ୍ର, ସମ୍ପାଦକ ଶ୍ରୀ ମନୋଜ କୁମାର ରାଉଳ, ଶ୍ରୀ ଅମରେଶ ଜେନା , ଶ୍ରୀମତୀ ଶାଶ୍ବତୀ ମିଶ୍ର ଓ ଶ୍ରୀ ବିରଞ୍ଚି ରାଉତ ପ୍ରମୁଖ ଉପସ୍ଥିତ ରହିଥିଲେ ।

 

 

powered by social2s