ଭୁବନେଶ୍ୱର ରେ ମୁଣ୍ଡ ବିହୀନ ଶବ ମିଳିବା ଘଟଣାରେ ମହିଳାଙ୍କ ପରିଚୟ ପାଇଲା ପୋଲିସ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ଭୁବନେଶ୍ୱର: ଭୁବନେଶ୍ୱର ଅନ୍ଧାରୁଆରୁ ମିଳିଥିବା ମୁଣ୍ଡ ବିହୀନ ଶବର ପରିଚୟ ମିଳିଥିବା କହିଲା କମିଶନରେଟ ପୋଲିସ। ମହିଳା ଜଣକ ମଞ୍ଚେଶ୍ଵର ଅଞ୍ଚଳର ହୋଇଥିବା ସୂଚନା।

 

ଡିଜିଟାଲ ଫିଙ୍ଗରପ୍ରିଣ୍ଟ ରୁ ତାଙ୍କ ପରିଚୟ ପାଇଛି ପୋଲିସ।

 

ଭୁବନେଶ୍ୱର ରୁ  ୪୦ ରୁ ୫୦ କିମି ଦୂରରେ ହତ୍ୟା କରାଯାଇଥିବାର ସନ୍ଦେହ କରାଯାଉଛି। ଅନ୍ଧାରୁଆ-ଦାସ ପୁର ରାସ୍ତା କଡ଼ରୁ ମିଳିଥିଲା ମହିଳାଙ୍କ ମୃତଦେହ।

powered by social2s