ପଡୋଶୀ ର ଛୁରା ମାଡ଼ରେ ସ୍ୱାମୀ ମୃତ,ସ୍ତ୍ରୀ ଆହତ
ଭୁବନେଶ୍ୱର:- ପଡୋଶୀ ଙ୍କ ଛୁରା ମାଡ଼ରେ ସ୍ୱାମୀଙ୍କର ମୃତ୍ୟୁ ହୋଇଥିବାବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି। ଘଟଣା ଘଟିଛି ଭୁବନେଶ୍ୱରର ମଞ୍ଚେଶ୍ଵର ରେ ଥିବା ଝରଣା ବସ୍ତିରେ। ପଡୋଶୀ ଙ୍କ ସହ ଝଗଡା ହେବାରୁ ଛୁରା ମାଡ଼ ହୋଇଥିବା ସୂଚନା ମିଳିଛି। ମୃତ ଦେହ ଜବତ କରି ମହିଳାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ ରେ ଭର୍ତ୍ତି କରିଛି ପୋଲିସ।
powered by social2s

