ଭୁବନେଶ୍ୱର: ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଫେବୃଆରୀ ୧୭ ତାରିଖରେ ବସିବ ସର୍ବଦଳୀୟ ବୈଠକ।
ବିରୋଧୀ ଓ ଶାସକ ଦଳର ଉପସ୍ଥିତିରେ ବିଧାନସଭା ପରିଚାଳନା ନେଇ ଏଥିରେ ବିସ୍ତୃତ ଆଲୋଚନା କରାଯିବ।
ଫେବୃଆରୀ ୧୮ ରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ।
ଏହା ପୂର୍ବରୁ ସବୁ ମନ୍ତ୍ରୀ ଓ ବିଧାୟକଙ୍କର କୋଭିଡ଼ ଟେଷ୍ଟ କରାଯିବ।
୧୫ ରୁ ୧୭ ତାରିଖ ଯାଏ କୋଭିଡ଼ ପରୀକ୍ଷା କରାଯିବ।
powered by social2s

