ଦେଶରେ ଆଜିଠାରୁ ମହଙ୍ଗା ହେଲା ବିମାନ ଯାତ୍ରା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ଭୁବନେଶ୍ୱର: ବିମାନ ରେ ଯାତ୍ରା କରିବାପାଇଁ ଯାତ୍ରୀଙ୍କୁ ଏଥରକ ଦେବାକୁ ପଡିବ ଅଧିକ ୩୦% ଅର୍ଥ। ବର୍ଦ୍ଧିତ ଭଡ଼ା ମାର୍ଚ୍ଚ ୩୧ ଯାଏଁ ଜାରି ରହିବ ବୋଲି ବେସାମରିକ ବିମାନ ଚଳା ଚଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

୧୨୦ ରୁ ୧୫୦ ମିନିଟ ଯାତ୍ରା ପାଇଁ ସର୍ବ ନିମ୍ନ ୫୦୦୦ ଟଙ୍କା , ସେହିପରି ୧୨୦ ରୁ ୧୫୦ ମିନିଟ ଯାତ୍ରା ପାଇଁ ସର୍ବାଧିକ ଭଡା ୧୬,୯୦୦ ଟଙ୍କା ଦେବାକୁ ପଡିବ। ଅଢେଇ ରୁ ୩ ଘଣ୍ଟା ଯାତ୍ରା ପାଇଁ ଦେବାକୁ ପଡିବ ସର୍ବନିମ୍ନ ୬,୧୦୦ ଟଙ୍କା ଏବଂ ସର୍ବାଧିକ ୨୦.୪୦୦ ଟଙ୍କା । ୩ ରୁ ସାଢ଼େ ୩ ଘଣ୍ଟା ଯାତ୍ରା ପାଇଁ ସର୍ବନିମ୍ନ ୭,୨୦୦ ଟଙ୍କା ଥିବାବେଳେ ସର୍ବାଧିକ ୨୪,୨୦୦ ଟଙ୍କା ଦେବାକୁ ପଡିବ ।

powered by social2s