ଭୁବନେଶ୍ୱର ଓ କଟକରେ ଘନ କୁହୁଡି, ଯାତାୟତ ବାଧାପ୍ରାପ୍ତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ସକାଳୁ ସକାଳୁ ଭୁବନେଶ୍ୱର, କଟକ ଓ ରାଜ୍ୟର ବହୁତ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି। ରାସ୍ତାଘାଟ କୁହୁଡି ଯୋଗୁଁ ଭଲ ଭାବେ ଦେଖା ନଯିବାରୁ ଗାଡି ଚଳା ଚଳ ବାଧା ପ୍ରାପ୍ତ ହୋଇଥିଲା। ଟ୍ୱିନ ସିଟିରେ ୫୦ ମିଟର ଦୂରରୁ ମଧ୍ୟ ରାସ୍ତା ଦେଖା ଯାଉନଥିଲା। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ୨ ରୁ ୩ ମଧ୍ୟରେ ରାଜ୍ୟରେ ବଢିବ ତାପମାତ୍ରା।

 

powered by social2s