କୋରାପୁଟ: ପୁଲିସ ଗୁଳିରେ ଆହାତ ହୋଇ ଚିକିତ୍ସିତ ହେଉଥିବା ନକ୍ସଲକୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିବା ନେଇ କୋରାପୁଟ ଏସ୍ ପି ସୂଚନା ଦେଇଛନ୍ତି।
ଗତ ୨ ଡିସେମ୍ବର ୨୦୨୦ରେ ରାମେ ମାଡକାମୀ ନାମୀ ନକ୍ସଲ ପୁଲିସ ଗୁଳିରେ ଆହତ ହୋଇ ଆତ୍ମସମର୍ପଣ କରିଥିଲା।
ପରେ ତାକୁ ପୁଲିସ ହେପାଜତରେ ଚିକିତ୍ସା କରାଯାଉଥିଲା।
ଏବେ ସ୍ୱାସ୍ଥ୍ୟ ଅବସ୍ଥା ଭଲ ହେବା ପରେ ତାକୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି।
powered by social2s

