ଓଡ଼ିଶାରେ ଆନ୍ଧ୍ର ନିର୍ବାଚନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଓଡ଼ିଶାରେ କୋରାପୁଟ ଜିଲ୍ଲା ରେ ଥିବା କୋଟିଆ ଅଂଚଳରେ ଆନ୍ଧ୍ରର ପଂଚାୟତ ନିର୍ବାଚନ ଆରମ୍ଭ ହୋଇଛି। ଆନ୍ଧ୍ର ପ୍ରଶାସନ ପକ୍ଷରୁ ସ୍ବତନ୍ତ ଗାଡ଼ିରେ ଭୋଟଦାତାଙ୍କୁ ନିଆଯାଉଛି। ଭୋଟ ଦେବା ପାଇଁ ଲମ୍ବା ଧାଡ଼ିରେ ଛିଡା ହୋଇଛନ୍ତି ଭୋଟଦାତା।

powered by social2s