![]()
ଭୁବନେଶ୍ୱର: ଫେବୃଆରୀ ୧୭ ରେ ଓଡ଼ିଶାର ୧୧ ଜିଲ୍ଲା ପାଇଁ ବର୍ଷା ଓ ବଜ୍ରପାତ ଆଲଟ୍ ଜାରି କରିଛି ପାଣିପାଗ ବିଭାଗ।
ଏହି ସବୁ ଜିଲ୍ଲା ଗୁଡିକ ହେଲା ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ବୈଦ୍ଧ, କଳାହାଣ୍ଡି, ବଲାଙ୍ଗୀର, ଅନୁଗୁଳ, ମୟୂରଭଞ୍ଜ, ବାଲେଶ୍ବର ଓ କେନ୍ଦୁଝର।
ଉପରିସ୍ଥ ଜିଲ୍ଲା ଗୁଡିକୁ ୟେଲୋ ୱର୍ନିଙ୍ଗ ଜାରି କରାଯାଇଛି।
powered by social2s

