ନୂଆପଡାରୁ ବାଘ ଛାଲ ଜବତ; ୨ ଗିରଫ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ନୂଆପଡା: ନୂଆପଡା ଜିଲ୍ଲା ସିନାପଲ୍ଲିର ରାବଣ ଛକରୁ ବାଘଛାଲ ଜବତ କରିଛି ବନ ବିଭାଗ। 

ଏହାସହ ଵହୁ ପରିମାଣର ବଜ୍ରକାପ୍ତା କାତି ମଧ୍ୟ ଜବତ ହୋଇଥିବାର ସୂଚନା ରହିଛି। 

ଚାଲାଣ ଅଭିଯୋଗରେ ବାଙ୍ଗାଲୁରୁର ୨ ଯୁବକ ଗିରଫ ହୋଇଛନ୍ତି।

 

powered by social2s