ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ମହାପ୍ରଭୁଙ୍କ "ପଦ୍ମମୁଖ ବେଶ"

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ତା ୧୩.୨.୨୧ ଦିନ ୧୧ ଘଟିକାରେ ବିଷ୍ଣୁ ମନ୍ଦିର ଶହୀଦନଗର ଠାରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ମହାପ୍ରଭୁଙ୍କ "ପଦ୍ମମୁଖ ବେଶ" କରାଯାଇଥିଲା।

 

ଏହି କାର୍ଯ୍ୟକ୍ରମରେ ପରିଷଦର ଆଜୀବନ ସଦସ୍ୟ ଓ ସଦସ୍ୟା ମାନଙ୍କ ଦ୍ଵାରା ଭଜନ ଓ ଜଣାଣ କରାଯାଇଥିଲା।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବେଶ ଦେଖିବା ନିମନ୍ତେ ବହୁ ଭକ୍ତ ଆସି ଦର୍ଶନ କରି ପ୍ରସାଦ ସେବନ କରିଥିଲେ।

 

ଆଜିର କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ସଭାପତି ଶ୍ରୀ ଗୋପୀନାଥ ମହାନ୍ତି, ଉପସଭାପତି ରବିନାରାୟଣ ମହାପାତ୍ର, ଉପଦେଷ୍ଟା ରବି ନାରାୟଣ ମିଶ୍ର, ସମ୍ପାଦକ ନାରାୟଣ ମହାପାତ୍ର, ସମିତି ସଭାପତି ମଦନ ପଣ୍ଡା, ବିଜୟ ଜେନା, ଜିତେନ୍ଦ୍ରରଥ, ସରୋଜ ପାତ୍ର,ଯୁଗ୍ମ ସମ୍ପାଦକ ଶ୍ରୀ ଅଜୟ, ହରିଚନ୍ଦନ, ପ୍ରଶାନ୍ତ ବେହେରା, ବାବାଜୀ ବିଶ୍ଵାଳ, ଦେବେନ୍ଦ୍ର ବିଜୟ ବ୍ରହ୍ମା ଲଲିତ ମୋହନ ପଣ୍ଡା, ଅଚ୍ୟୁତ ପ୍ରସାଦ ବେହେରା, ଦିବ୍ୟ ରଞ୍ଜନ ପଟ୍ଟନାୟକ, ବିପିନ ବିହାରୀସାହୁ, ବଂଶୀଧର ନାୟକ, ପ୍ରାଣକୃଷ୍ଣପଟ୍ଟନାୟକ, ଆଦିତ୍ୟ କୁମାରମହାନ୍ତି କୁଳମଣି ପରିଡ଼ା,କୃଷ୍ଣ ମହାପାତ୍ର, ଗୌରାଙ୍ଗ ନାୟକ, ରମାକାନ୍ତ ମିଶ୍ର, ତ୍ରିଲୋଚନ ନାୟକ, ଶ୍ରୀନିବାସ ରାଓ, ମନୋରଞ୍ଜନ ମହାନ୍ତି କାମେଶ୍ୱର ରାଓ, ଗିରିଜା ଶଙ୍କର ମହାପାତ୍ର, ଦିଲ୍ଲୀପ ମହାନ୍ତି, ମଧୁସ୍ମିତା ଦାସ, ଅନାମିକା ସ୍ୱାଇଁ ପଟ୍ଟନାୟକ, ଶାଶ୍ବତୀ ମିଶ୍ର, ମୀରା ପଣ୍ଡା, ଦାମୋଦର ସେନାପତି, ସରୋଜିନୀ ପରମ ଗୁରୁ, ହରପ୍ରିୟା ବେହେରା, କୃଷ୍ଣ ଚନ୍ଦ୍ର ସାହୁ, ପ୍ରତିମା ପଣ୍ଡା ଓ ବହୁ ସଦସ୍ୟ ଓ ସଦସ୍ୟା ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

 

powered by social2s