ଭୁବନେଶ୍ୱର: ଆଜି ଲିଙ୍ଗରାଜ ମନ୍ଦିର ସମ୍ମୁଖରେ କେନ୍ଦ୍ର ଲାଗୁ କରଥିବା ବାଇ -ଲ ପ୍ରତ୍ୟାହାର ଦାବି କରି କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ ଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ କରିଛନ୍ତି।
ଏହି ଅଭିଯାନ ଆସନ୍ତା ତିନିଦିନ ଧରି ଚାଲିବ ବୋଲି ଜଣାପଡ଼ିଛି।
ଏହି ସଂଗୃହିତ ଦସ୍ତଖତ ସବୁକୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ପଠାଯିବ ବୋଲି ସୂଚନା ମିଳିଛି।
powered by social2s

