ଭୁବନେଶ୍ୱର: ପୁଲୱାମା ଆତକିଂ ହମଲା କୁ ଆଜି ଦୁଇବର୍ଷ ପୁରିଥିବାରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଷ୍ଟୁଡେଣ୍ଟସଆସୋସିଏସନ ପକ୍ଷରୁ ଏକେ ଗଣ ଦୌଡର ଆୟୋଜନ କରାଯାଇଥିଲା।ତ୍ରିରଙ୍ଗା ଧରି ୧୦୦ ରୁ ଅଧିକ ଛାତ୍ର ଉତ୍କଳ ବିଶ୍ଵବିଦ୍ୟାଳୟ ରୁ ବାହାରି ମାଷ୍ଟେର କ୍ୟାଣ୍ଟିନ ଛକ ଠାରେ ପହଞ୍ଚିଥିଲେ।କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ଏହି Run For Pulwama କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।ଫେବ୍ରୁଆରୀ ୧୪, ୨୦୧୯ ରେ ଜୈସ୍ ଏ ମୋହମ୍ମଦ ପକ୍ଷରୁ ହୋଇଥିଲା ଆତ୍ମଘାତୀ ବିସ୍ଫୋରଣ।ଏଥିରେ ୪୦ ଜଣ ଯବାନ ଙ୍କୁ ଦେଶ ହରାଇଥିଲା।
powered by social2s

