Warning: getimagesize(/home/odiaray/public_html/images/BeautyPlus_20211209113810806_save.jpg): failed to open stream: No such file or directory in /home/odiaray/public_html/plugins/content/social2s/features/opengraph.php on line 354

ଭୁବନେଶ୍ୱରରେ ବିଜେଡି ର ବିଶାଳ ବାଇକ୍ ରାଲି

ରାଜନୀତି
Typography
  • Smaller Small Medium Big Bigger
  • Default Helvetica Segoe Georgia Times
 
ଭୁବନେଶ୍ୱର: ଭୁବନେଶ୍ୱରରେ ବିଜେଡି ପକ୍ଷରୁ ବିଶାଳ ବାଇକ୍ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। 
ତୈଳ ଦର ବୃଦ୍ଧି ପ୍ରତିବାଦରେ ଏହି ଶୋଭାଯାତ୍ରା କରାଯାଇଛି। 
ଏଥିରେ ବିଜେଡ଼ି ର ବରିଷ୍ଠ ନେତା ଅଶୋକ ଚନ୍ଦ୍ର ପଣ୍ଡା ଓ ପ୍ରଣବ ପ୍ରକାଶ ଦାସ ପ୍ରମୁଖ ସାମିଲ ହୋଇ କହିଛନ୍ତି ଯେ, ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ର ଦର ଦାମ ବୃଦ୍ଧି ବିରୋଧରେ ବିଜେଡ଼ି ର ଲଢେ଼ଇ ଜାରି ରହିବ।
powered by social2s