ପଦ୍ମପୁର: ପଦ୍ମପୁରରେ ବିଜେଡିର ବାଜିମାତ୍ ହୋଇଛି। ବିଜେଡି ପ୍ରାର୍ଥୀ ବର୍ଷା ସିଂ ବାରିହା ହେଲେ ବିଜୟୀ। ୪୨ ହଜାରରୁ ଅଧିକ ଭୋଟ୍ ରେ ଜିତିଲେ ବର୍ଷା। ୨୩ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବର୍ଷାଙ୍କୁ ୧,୧୯,୫୧୨ ଭୋଟ୍ ମିଳିସାରିଥିଲା।
powered by social2s