ଘରୁ ମିଳିଲା ମା' ଓ ଦୁଇ ଝିଅଙ୍କ ମୃତଦେହ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଗଙ୍ଗାନଗରର ଏକ ଘରୁ ଜଣେ ମହିଳା ଓ ତାଙ୍କ ଦୁଇ ଝିଅଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ମା ହେଲେ ସୋନି ପୋଦାର (୨୮) ଏବଂ ଦୁଇ ଝିଅ ମୁସ୍କାନ (୫) ଓ ରାଧିକା (୩)। ମୃତ ମହିଳାଙ୍କ ସ୍ୱାମୀ ନାରାୟଣ ପୋଦାର ଫେରାର ଥିବା ବେଳେ ଏହା ହତ୍ଯା ନା ଆତ୍ମହତ୍ୟା ତାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।

powered by social2s