ପ୍ରଧାନମନ୍ତ୍ରୀ ନେଲେ କୋଭିଡ-୧୯ ଭ୍ୟାକ୍ସିନ ର ପ୍ରଥମ ଡୋଜ

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ନୂଆଦିଲ୍ଲୀ: ଆଜି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ-୧୯ ଭ୍ୟାକ୍ସିନ ର ପ୍ରଥମ ଡୋଜ ନେଇଛନ୍ତି।

ନୂଆଦିଲ୍ଲୀର ଏମ୍ସ ରେ ଭ୍ୟାକ୍ସିନ ର ପ୍ରଥମ ଡୋଜ ନେବା ପରେ ଦେଶର ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ କୋଭିଡ-୧୯ ଭ୍ୟାକ୍ସିଂନ ନେଇ ଦେଶକୁ କୋରନା ମୁକ୍ତ କରିବାକୁ ଆହ୍ବାନ ଦେଇଛନ୍ତି।

powered by social2s