ମୁମ୍ବାଇ: ବିଶ୍ୱର ମହାନ କ୍ରିକେଟର ସଚିନ ତେନ୍ଦୁଲକର କରୋନା ପଜେଟିଭ ବାହାରିଛନ୍ତି। ଏନେଇ ସେ ନିଜ ଟ୍ବିଟର ଆକାଉଣ୍ଟରେ ଜଣାଇଛନ୍ତି। ତେବେ ତାଙ୍କ ପରିବାର ଲୋକଙ୍କ କରୋନା ପରୀକ୍ଷା ନେଗେଟିଭ୍ ରହିଛି।
ସୂଚନାଯୋଗ୍ୟ ଗତ ଦୁଇ ଦିନ ପୂର୍ବରୁ ବଲିଉଡ ସୁପରଷ୍ଟାର ଅମିର ଖାନ ମଧ୍ୟ କରୋନା ପଜେଟିଭ ବାହାରିଥିଲେ।
powered by social2s

