ନୂଆଦିଲ୍ଲୀ: ଆଜି ୮ଟି ଅର୍ଥନୈତିକ ସହାୟତା ଯୋଜନା ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କୋଭିଡ ପ୍ରଭାବିତ ଅଞ୍ଚଳ ପାଇଁ ୧.୧ ଲକ୍ଷ୍ୟ କୋଟିର ନିଶ୍ଚିତ ଋଣ ଯୋଜନା। ସ୍ୱାସ୍ଥ୍ୟ ସମ୍ପର୍କିତ କ୍ଷେତ୍ର ପାଇଁ ୫୦ ହଜାର କୋଟିର ଯୋଜନା ଘୋଷିତ।
ପ୍ରତ୍ୟେକ ବ୍ୟବସାୟୀଙ୍କୁ ୧ ଲକ୍ଷ୍ୟ ୨୫ ହଜାର ଟଙ୍କା ଯାଏ ଋଣ ଦିଆଯିବ। କୋଭିଡ ପରେ ପ୍ରଥମ ୫ଲକ୍ଷ ପର୍ଯ୍ୟଟକଙ୍କୁ ଭାରତ ଦେବ ମାଗଣା ଭିସା। ପୁରୁଣା ରଣ ଆଦାୟ ଉପରେ ନୁହେଁ, ନୂଆ ରଣ ଯୋଗାଣ ଉପରେ ଗୁରୁତ୍ୱ।
୨୦୨୨ ମାର୍ଚ୍ଚ ୩୧ ମଧ୍ୟରେ ଜଣେ ପର୍ଯ୍ୟଟକଙ୍କୁ ଥରେ ମିଳିବ ମାଗଣା ଭିସା। ପିଲାଙ୍କ ସ୍ୱାସ୍ଥ୍ୟ ପାଇଁ ୨୩ ହଜାର ୨୨୦ କୋଟିର ପ୍ୟାକେଜ ଘୋଷଣା।
powered by social2s

