କରୋନା କାଳରେ ସଂସଦରେ ସକାରାତ୍ମକ ଚର୍ଚ୍ଚା ହେଉ: ପ୍ରଧାନମନ୍ତ୍ରୀ

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times
 
 
ନୂଆଦିଲ୍ଲୀ: ଆଜି ସଂସଦର ମୌସୁମି ଅଧିବେଶନ ଆରମ୍ଭ ହୋଇଛି। 
 
ସଂସଦରେ ପହଞ୍ଚିଲା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ କରୋନା କାଳରେ ସଂସଦରେ ସକରାତ୍ମକ ଚର୍ଚ୍ଚା ହେଉ। 
 
ସମସ୍ତେ କୋଭିଡ ଟୀକା ନେବାପାଇଁ ପ୍ରଧାନମନ୍ତ୍ରୀ ଅପିଲ କରି କହିଲେ ଯେ ବର୍ତ୍ତମାନ ସୁଦ୍ଧା ୪୦ କୋଟି ଲୋକ ଟୀକା ନେଇସାରିଲେଣି।
 
ସଂସଦରେ କଠିନ ରୁ କାଠିନତର ପ୍ରଶ୍ନ କରାଯାଉ ଓ ଉତ୍ତର ପାଇଁ ବି ସୁଯୋଗ ଦିଆଯାଉ ବୋଲି କହିଲେ ମୋଦି।
 
ଅଗଷ୍ଟ ୧୩ ଯାଏଁ ଚାଲିବ ସଂସଦ ଓ ରହିବ ୧୯ ଟି କାର୍ଯ୍ୟଦିବସ।
 
 
 
powered by social2s