ଭୁବନେଶ୍ୱର: ଆଜିଠୁ ତୃତୀୟ ପର୍ଯ୍ୟାୟ ସର୍ବଭାରତୀୟ JEE ମେନ। ଓଡ଼ିଶାରେ ୨୨, ୨୫ ଓ ୨୭ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ। ସାରା ଦେଶରୁ ୭ ଲକ୍ଷ୍ୟରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଓଡିଶାରୁ ୩୦,୦୦୦ ରୁ ଅଧିକ ଛାତ୍ର ଛାତ୍ରୀ ପରୀକ୍ଷା ଦେବେ।
powered by social2s