ବଢିଲା କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଛି । ମହଙ୍ଗା ଭତ୍ତା ୨୮ ପ୍ରତିଶତ ରୁ ୩୧ ପ୍ରତିଶତକୁ ବୃଦ୍ଧି କରିବାକୁ କ୍ୟାବିନେଟ୍ ନିଷ୍ପତି ନେଇଛି ।ବର୍ଦ୍ଧିତ ମହଙ୍ଗା ଭର୍ତ୍ତା ଜୁଲାଇ ପହିଲାରୁ ପିଛିଲା ଭାବେ ଲାଗୁ ହେବ ।ଏହାଦ୍ବାରା ୪୭.୧୪ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଉପକୃତ ହେବେ ଓ ୬୮.୬୨ ଲକ୍ଷ ପେନସନ ଭୋଗୀ ମଧ୍ୟ ଏହି ସୁବିଧା ପାଇବେ

powered by social2s