ନୂଆଦିଲ୍ଲୀ: ପାର୍ବଣ ପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲେଖାଯାଇଥିବା ଚିଠିରେ ଟେଷ୍ଟିଂ, ଟ୍ରାକିଂ, ଟ୍ରିଟ୍ ଓ କୋଭିଡ ନିୟମ ପାଳନକୁ ଗୁରୁତ୍ଵ ଦିଆଯାଇଛି ।ମଲ୍ ଓ ବଜାର ଖୋଲିବା ନେଇ ନଭେମ୍ବର ୩୦, ୨୦୨୦ ଗାଇଡଲାଇନ ମାନିବାକୁ ପରାମର୍ଶ ଦିଆଯାଇଛି।
powered by social2s

