ନୂଆଦିଲ୍ଲୀ: ଆଜି ଭାରତ ଆସୁଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ । ୨୧ ତମ ଭାରତ - ଋଷ ବାର୍ଷିକ ଶିଖର ସମ୍ମିଳନୀ ଦିଲ୍ଲୀରେ ଆୟୋଜନ କରାଯାଇଛି ।ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ସହ ଟୁ ପ୍ଲସ ଟୁ ଆଲୋଚନାରେ ସାମିଲ୍ ହେବେ ପୁଟିନ।
powered by social2s