୨୦୧୯ ଅପେକ୍ଷା ୨୦୨୦ ରେ ୬୯ ହଜାର ମାଲେରିଆ ରେକର୍ଡ: WHO

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 ଭୁବନେଶ୍ୱର: ୨୦୧୯ ଅପେକ୍ଷା ୨୦୨୦ ରେ ୬୯ ହଜାର ରୁ ଅଧିକ ମାଲେରିଆ ରୋଗୀଙ୍କର ମୃତୁ ହୋଇଛି। କୋଭିଡ କଟକଣା ଯୋଗୁଁ ସେମଧ୍ୟରୁ ୪୭ ହଜାର ରୋଗୀଙ୍କ ମୃତ୍ୟୁ ହୋଇଥିବା (World Health Organization) WHO ଦ୍ଵାରା ପ୍ରକାଶିତ ବିଶ୍ଵ ମାଲେରିଆ ରିପୋର୍ଟରୁ ଜଣାପଡ଼ିଛି । ରିପୋର୍ଟରେ ଉଲ୍ଲେଖ ଅଛି ଯେ ୨୦୨୦ ରେ ବିଶ୍ଵ ରେ ୨ କୋଟି ୪୧ ଲକ୍ଷ ମ୍ୟାଲେରିଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ, ୬ ଲକ୍ଷ ୨୭ ହଜାର ମ୍ୟାଲେରିଆ ରୋଗୀଙ୍କ ମୃତୁ ହୋଇଥିଲା । 

powered by social2s