ଶସ୍ତା ହେଲା କମର୍ସିଆଲ ଗ୍ୟାସ୍

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନୂଆଦିଲ୍ଲୀ: ଭାରତରେ ଶସ୍ତା ହେଲା କମର୍ସିଆଲ ଗ୍ୟାସ୍ । ସୂଚନା ଅନୁଯାୟୀ, ୧୯ କିଲୋ ଏଲପିଜି ସିଲିଣ୍ଡର ୧୩୫ ଟଙ୍କା କମ୍ ହେଲା। ନୂଆ ସିଲିଣ୍ଡର ଦର ଆଜିଠୁ ଲାଗୁ ହେବ। ଘରୋଇ ଏଲପିଜି ସିଲିଣ୍ଡର ଦାମ ଅପରିବର୍ତ୍ତିତ ରହିଛି।

powered by social2s